26 ରଃଜା ସେ ଦାନିୟେଲ୍ ଜାର୍ ନାଉ ବେଲ୍ଟସର୍କେ ହଃଚାର୍ଲା, ମୁୟ୍ ଜୁୟ୍ରି ଚଃହ୍ନେ ଦଃକିଆଚି, ତୁୟ୍ ସେରି ଆର୍ ସେତିର୍ ଅଃର୍ତ୍ ମକେ ଜାଣାଉହାର୍ସି କି? 27 ଦାନିୟେଲ୍ ରଃଜାକ୍ ଉତୁର୍ଦଃୟ୍ କୟ୍ଲା, ମଃହାରାଜ୍ ଜୁଣ୍ ଗୁପ୍ତ କଃତା ହଃଚାରି ଆଚ୍ସି, ସେରି ଗିଆନି ଲକ୍ କି ହଃଣ୍ଡିତ୍ କି ଗୁଣିଆଁମଃନ୍ ମଃହାରଃଜାର୍ ଚଃମେ ଜାଣାଉଁ ନଃହାର୍ତି; 28 ମଃତର୍ ଜେ ଗୁପ୍ତ ବିସୟ୍ମଃନ୍ ଜାଣାୟ୍ଦ୍, ଇରଃକମ୍ ଗଟେକ୍ ଇସ୍ୱର୍ ସଃର୍ଗେ ଆଚେ, ଆରେକ୍, ସେସ୍ କାଳେ ଜୁଣ୍ ଜୁଣ୍ରି ଗଃଟେଦ୍, ସେରି ସେ ମଃହାରଃଜା ନବୁକଦ୍ନିତ୍ସର୍କେ ଜାଣାୟ୍ଆଚେ। ତର୍ ଚଃହ୍ନାର୍ ଆର୍ ସୟ୍ଲା ଅଚ୍ନା ଉହ୍ରେ ତର୍ ମଃନାର୍ ଦର୍ସନ୍ ଇରି;