5 ଜୁଣ୍ ସଃମୟେ ତୁମିମଃନ୍ କମ୍, ସୁର୍ଲି, ସାର୍ଙ୍ଗି, ଗୁଡୁଚାଙ୍ଗ୍ ଆର୍ କିର୍ଲି, ମଃର୍ଦଳ୍ ଆର୍ ସଃବୁ ରଃକମାର୍ ବାଜା ସୁଣାସ୍, ସଃଡେବଃଳ୍ ତୁମିମଃନ୍ ରଃଜା ନବୁକଦ୍ନିତ୍ସର୍ ହାଜ୍ଲା ସନାର୍ ମୁର୍ତି ଆଗେ ମୁଣ୍ଡିଆ ମାରି ଜୁଆର୍ କଃରାସ୍। 6 ଆରେକ୍, ଜୁଣ୍ଲକ୍ ମୁଣ୍ଡିଆମାରି ଜୁଆର୍ ନଃକେରେ, ତାକେ ସେମାଡେ ଲାଗ୍ତା ଜୟ୍କୁଣ୍ଡେ ହଃକାୟ୍ ଦିଆ ଅୟ୍ଦ୍।