8 ଜଦି ଗଟେଲକ୍ ଏକ୍ଲା ରଃୟିଦ୍ ଆର୍ ତାର୍ କେଏ ନଃରେତି: କି ତାର୍ ହୟିସି କି ବାୟ୍ସି ନାୟ୍; ତଃବେ ହେଁ ତାର୍ କଃସ୍ଟାର୍ ସିମା ନାୟ୍ଁ, କି ଦଃନେ ତାର୍ ମଃନ୍ ସାନ୍ତିନାୟ୍। ସେ କୟିଦ୍, ତଃବେ ମୁୟ୍ଁ କାର୍ଗିନେ କଃସ୍ଟ କଃରୁଲେ ଆର୍ ନିଜାର୍ ଜିବନ୍କେ ମଃଙ୍ଗଳ୍ ଟାଣୁ ଦୁରି କଃରୁଲେ? ଇରି ହଃକା କଃରାପ୍ ଆର୍ ବେସି ବାଦା।
Publicidade
Publicidade