4 ଇତାର୍ ହଃଚେ ରଃଜା ହଃଚାର୍ଲା, "ତଃବେ ତୁୟ୍ କୁୟି ବିସୟେ ଗଃଉଆରି କଃରୁଲି?" ତଃବେ ମୁଁୟ୍ ସଃର୍ଗାର୍ ଇସ୍ୱରାର୍ ତଃୟ୍ ପାର୍ତ୍ନା କଃଲେ। 5 ଆରେକ୍, ମୁଁୟ୍ ରଃଜାକେ କୟିଲେ, "ଜଃବେ ମଃହାରଃଜାର୍ ମଃନ୍କେ ଜାୟ୍ଦ୍ ଆର୍ ତର୍ ଦାସ୍ ଜଃବେ ତର୍ ଆକାୟ୍ ଦଃୟା ହାୟ୍ଦ୍, ତଃବେ ଜିଉଦା ଦେସେ, ମର୍ ଦାଦିବାବୁର୍ ଜୁୟି ଗଃଳେ ମଃସୁଣ୍ ଆଚେ, ସେ ଗଃଳେ ମକ୍ ଜଃଉଁକେ ଆଦେସ୍ ଦେଏ, ତଃବେ ମୁଁୟ୍ ସେରି ଆରେକ୍ ବାନ୍ଦିନ୍ଦ୍।"