27 ଆରି , ସେ ଆଟ୍ଦିନ୍ ଜାକ କାର୍କାର୍ ସଙ୍ଗେ ବେସି ନିଅମ୍ କର୍ସି ଆରି ଆଟ୍ଦିନର୍ ମଜାଇ ସାର୍ବା ଜଗିଅ ଆରି ନଇବେଦିଅ କୁରାଇସି; ଆରି ଗିନ୍କର୍ବା ସର୍ତେ ଜିନିସ୍ମନର୍ ଉପ୍ରେ ବିନାସ୍ କର୍ବାକେ ଗଟେକ୍ ଲକ୍ ଆଇସି; ଆରି, ସତ୍ ନିଅମ୍ କର୍ବା ଜାକ ନସ୍ଟ କର୍ବା ଲକର୍ ଉପ୍ରେ ବେସି ରିସା ଅଇ ରଇସି।
Publicidade