12 ତଃବେ ସଃବୁ ଜିଉଦାର୍ ଲକ୍ ତାସ୍ ଆର୍ ଅଙ୍ଗୁର୍ ରଃସ୍ ଆର୍ ଜିତ୍ ଚିକଣାର୍ ଦଃସ୍ ବାଗ୍ ଟାଣୁ ଗଟେ ବାଗ୍ ଆଣ୍ଲାୟି। 13 ତଃବେ ମୁଁୟ୍ ସେଲିମିୟ ଜାଜକ୍କେ ଆର୍ ସାଦକ୍ ହଃଣ୍ଡିତ୍ ଆର୍ ଲେବିୟମଃନାର୍ ବିତ୍ରାର୍ ପଦାୟକେ ସଃବୁ ବଃଣ୍ଡାର୍ ଗଃରାର୍ ଅଃଦିକାରି କଃଲେ; ସେମଃନାର୍ ତଃଳେ ମତନିୟର୍ ନାତି ସକୁରାର୍ ହୟିସି ହାନନ୍ ରିଲା; ବଃଲେକ୍ ସେମଃନ୍ ବିସ୍ୱାସ୍ ଜୟ୍ଗ୍ ରିଲାୟ୍, ଇତାକ୍ ନିଜାର୍ ବାୟ୍ମଃନ୍କେ ବାଟା କଃର୍ତାର୍ କାମ୍ ସେମଃନାର୍ ଅୟ୍ଲି।
14 ଏ ମର୍ ଇସ୍ୱର୍ ଇ ବିସୟେ ମକ୍ ଏତୁ କଃର୍, ଆର୍ ମୁଁୟ୍ ମର୍ ଇସ୍ୱରାର୍ ଗଃର୍ ଆର୍ ତାର୍ ସେବାର୍ ବିସୟ୍ ଗିନେ ଜାୟ୍ରି କଃରିଆଚି, ମୁଁୟ୍ କଃଲା ସେ ନିକ କାମ୍ସଃବୁ ହାସୁର୍ ନାୟ୍।