17 ଇତାର୍ହଃଚ ମୁଁୟ୍ ସେମଃନ୍କେ କୟିଲେ, "ଅଃମିମଃନ୍ କୁୟ୍ରଃକମ୍ କଃରାପ୍ ଅଃବୁସ୍ତାୟ୍ ଆଚୁ, ଜିରୁସାଲେମ୍ କଃନ୍କଃରି ନଃସ୍ଟ୍ ଅୟିଆଚେ ଆର୍ ତାର୍ ଦୁଆର୍ ସଃବୁ ଜୟେ ବଃସମ୍ ଅୟିଆଚେ, ଇରି ତୁମିମଃନ୍ ଦଃକୁଲାସ୍; ଆସା, ଅଃମିମଃନ୍ ଜଃନ୍କଃରି ଆରେକ୍ ନିନ୍ଦାର୍ ଲକ୍ ନଃଉଁଆ, ଇତାର୍ଗିନେ ଜିରୁସାଲମାର୍ ବାରିକଃତି ତିଆର୍ କଃରୁଆଁ।" 18 ତଃବେ ମୁଁୟ୍ ସେ ଲକ୍ମଃନ୍କେ ଜାଣାୟ୍ଲେ ଜେ, ଇସ୍ୱର୍ ମର୍ ଉହ୍ରେ ଦଃୟା କଃରିଆଚେ ଆର୍ ଜାୟ୍ରି ମକେ ରଃଜା କୟ୍ରିଲା. ମୁଁୟ୍ ସେମଃନ୍କେ କୟିଲେ। ସେତାକ୍ ସେମଃନ୍ କୟ୍ଲାୟ୍, "ତଃବେ ଆସା ଅଃମିମଃନ୍ ଅଃବେ କାମ୍ ଆରୁମ୍ କଃରୁଆଁ।" ଇରଃକମ୍ ସେମଃନ୍ ସେ ନିକ କାମ୍ କଃରୁକେ ତାକାର୍ ଆତ୍ ଅଃଟୁଆ କଃଲାୟି।