5 ଜେସୁୟ ଆର୍ କଦ୍ମିଏଲ୍, ବାନି, ହସବନିୟ, ସେରେବିୟ, ହଦିୟ, ସବନିୟ ଆର୍ ପତାହିୟ, ଆର୍ ଲେବିୟମଃନ୍ କୟ୍ଲାୟ୍, ଉଟା, ଆରୁମ୍ ନୟ୍ଲା କାଳେ ହୁଣି ସଃବୁ ବଃଳାର୍ ମାପୁର୍ ତୁମାର୍ ଇସ୍ୱରାର୍ ଦନ୍ୟବାଦ୍ କଃରା; ଆରେକ୍, ସଃବୁ ଦନ୍ୟବାଦ୍ ଆର୍ ଜଃଜ୍ମାନ୍ ତଃୟ୍ହୁଣି ଉଚ୍ ତର୍ ଜଃଜ୍ମାନାର୍ ନାଉ ଦନ୍ୟ ଅଃଉଅ।