ଯିରୂଶାଲମର ପ୍ରଶଂସା
1 "ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,"
ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି।

+581 estão orando agora.
Junte-se à corrente de oração.