4 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ;
ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି,
ସେମାନେ "ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ" ବୋଲି ନିରନ୍ତର କହୁନ୍ତୁ,