30 ଧାର୍ମିକର ମୁଖ ଜ୍ଞାନର କଥା କହେ
ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ।
31 ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି;
ତାହାର କୌଣସି ପାଦଗତି ଖସିଯିବ ନାହିଁ।
30 ଧାର୍ମିକର ମୁଖ ଜ୍ଞାନର କଥା କହେ
ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ।
31 ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି;
ତାହାର କୌଣସି ପାଦଗତି ଖସିଯିବ ନାହିଁ।
+581 estão orando agora.
Junte-se à corrente de oração.