2 ମୁର୍କ ଲକ୍ ବୁଦିର୍ କାତା ସୁନି ସାର୍ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍ଦା ପାଇସି । 13 ଜେ ସୁନ୍ବା ଆଗ୍ତୁ ଉତର୍ ଦେଇସି, ସେଟା ତାର୍ ଲଗେ ଅଗିଆନ୍ ଆରି ଲାଜର୍ କାତା । 17 ଜନ୍ ଲକ୍ ପର୍ତୁମ୍ ନିଜର୍ କାରାପ୍ କାତା ଜାନାଇସି, ସେ ଦରମ୍ ଦେକାଇ ଅଇସି, ମାତର୍ ତାର୍ ସାଇପଡିସାର୍ ଲକ୍ ଆସି ତାକେ ପରିକା କର୍ବାଇ ।
Publicidade