6 କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି । 7 ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍ ଲକ୍ମନର୍ ପାଇଁ ଆଡ୍ବା ଆଡ୍ନା ପାରା । 8 ଜେନ୍ତିକି ସେ ନିଆଇର୍ ବାଟ୍ ରକିଆ କରି ପାର୍ସି ଆରି ତାର୍ ସାଦୁ ଲକ୍ମନର୍ ଇଣ୍ଡ୍ବା ବାଟ୍ ସମାଲ୍ସି ।
Publicidade
Publicidade