13 ଏ ମର୍ ପିଲା, ତୁଇ ମୁଁ କା; ସେଟା ନିମାନ୍; ଆରି ମୁଁ ରସ୍ ଚାକ୍, କାଇକେବଇଲେ ସେଟା ତମର୍ ଟଣ୍ଡ୍କେ ସୁଆଦ୍ ଲାଗ୍ସି । 14 ଗିଆନ୍ ତର୍ ଜିବନର୍ ପାଇଁ ସେରକାମ୍ ସୁଆଦ୍ ବଲିକରି ଜାନି ପାର୍ସୁ; ତମେ ସେଟାକେ ମିଲାଇଲେ ଇନାମ୍ ଆଚେ ତମର୍ ଆସା ବର୍ସା ବାଙ୍ଗି ନ ଜାଏ ।
Publicidade
Publicidade