20 ଏ ମର୍ ପିଲା, ମର୍ କାତାକେ ମନ୍ ଦିଆନ୍ ଦେସ୍; ମୁଇ କଇବା କାତାକେ କାନ୍ ଡେରି ସୁନ୍ । 21 ସେଟା ତମର୍ ଆଁକି ଟାନେ ରଅ; ସେଟା ତମର୍ ମନ୍ ବିତ୍ରେ ଜତନ୍ କରି ସଙ୍ଗଇ ରୁଆ । 22 କାଇକେବଇଲେ ସେଟା ଜନ୍ ଲକ୍ମନ୍ ପାଇବାଇ, ସେମନର୍ ପାଇଁ ସେଟା ଜିବନ୍ ଆରି ସବୁ ତମର୍ ଗାଗଡ୍ ନିମାନ୍ ରଇସି।