15 ତୁଇ ନିଜର୍ ଆଣ୍ଡିର୍ ପାନି କା, ଆରି ନିଜର୍ କୁଇଁ କାଲର୍ ପାନି କା । 16 ତର୍ ଜର୍ନା ପାନି କାଇ ବାଆରେ ଏନେ ତେନେ ବିଚି ଅଇସି ? ଆରି ରାଜାର୍ ଡାଣ୍ଡ୍ବାଟେ କାଇ ଗାଡ୍ ବଇ ଜାଇସି ? 17 ସେଟା ମାତର୍ ତର୍ଟା ଅଅ, ତମର୍ ଅଚିନା ଲକ୍ମନ୍କେ ନ ଅ । 18 ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । 19 ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । 20 ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?