6 ଏ ଅଲ୍ସୁଆ, ତୁଇ ଚାଟିମନର୍ ଲଗେ ଜା, ତାର୍ କାମ୍କେ ବାବିଦେକ୍ ଆରି ଗିଆନି ଅ । 7 ତାର୍ ବିଚାର୍ କର୍ତା କି ମୁକିଆ କି ରାଜା ନ ରଇଲେ ମିସା କେ ନ ସିକାଇଲେ ମିସା ସେ ନିଜେସେ ଜାନିକରି ଜେଟ୍ବେଲେ ନିଜର୍ ପାଇଁ କାଦି ଟୁଲିଆଇସି, 8 ଆରି, ପସଲ୍ ସମଇରେ କାଦି ଟୁଲିଆଇସି । 9 ଏ ଅଲ୍ସୁଆ, ତୁଇ କେତେ ଦିନ୍ ସଇ ରଇସୁ ? ତୁଇ କେଡେ ବେଲେ ନିଦ୍ରା ବାଙ୍ଗି ଉଟ୍ସୁ ? 10 ଆରି ଚନେକ୍ ସଇଲେ, ଆରି ଚନେକ୍ ଗୁନ୍ଲେ, ଆରି ଚନେକ୍ ସଇବାକେ ଆତ୍ଗଡ୍ ବାଙ୍ଗ୍ ମଡ୍ ଅଇଲେ, 11 ତମର୍ କାକୁର୍ତି ଚର୍ ପାରା ଅଇକରି ଆଇସି, ଆରି, ତର୍ କାକୁର୍ତିଆକେ ଆଡ୍ବା ଅଦ୍ନା ପାରା ତିଆର୍ ଅଇଲା ଲକ୍ ପାରା ଅଇ ଆଇସି ।
Publicidade
Provérbios 6
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.