ସ୍ତୁତିଗାନ
ଧନ୍ୟବାଦାର୍ଥକ ଗୀତ।
1 ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର;
ଗାନ କରି ତାହାଙ୍କ ଛାମୁକୁ ଆସ।
1 ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର;
ଗାନ କରି ତାହାଙ୍କ ଛାମୁକୁ ଆସ।