15 କାରାପ୍ ଲକ୍ମନ୍ ସବୁ ବିସଇର୍ କାତାକେ ସତ୍ ବଲିକରି ବିସ୍ବାସ୍ କର୍ବାଇ; ମାତର୍ ଚତୁର୍ ଲକ୍ ସେ ଜିବା ସବୁ ବାଟ୍କେ ନିମାନ୍ କରି ଦେକ୍ସି । 16 ବୁଦି ରଇଲା ଲକ୍ ଜାଗର୍ତା ସଙ୍ଗେ ରଇସି ଆରି କାରାପ୍ କାମ୍ କର୍ବାଟା ଚାଡି ଦେଇସି; ମାତର୍ ମୁର୍କ ଲକ୍ ବଡ୍ପନ୍ ଅଇ ଟେପର୍ ଅଇ ବୁଲ୍ବାଇ ।