ବେଣ୍ଡିଆ ପିଲାମନ୍କେ ସିକିଆ
1 ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । 2 କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍ସି ।