5 ପର୍ମେସରର୍ ସବୁ ବାକିଅକେ ପରିକା କରି ସିଦ୍ ଅଇଲା ଆଚେ; ଜନ୍ ଲକ୍ମନ୍ ତାକେ ଆସା ବର୍ସା କର୍ବାଇ, ସେ ସେମନର୍ ଆଡ୍ନା ପାରା । 6 ମାପ୍ରୁର୍ ବାକିଅତେଇ କାଇଟା ମିସା ମିସାଆ ନାଇଁ, ମିସାଇଲେ ସେ ତମ୍କେ ନିନ୍ଦା କର୍ସି, ଆରି ତମେ ମିଚ୍ କାତା କଇବା ଲକ୍ ବଲିକରି ଜାନା ପଡ୍ସା ।
Publicidade