27 କେ ଜଦି କେବେ ନିଜର୍ ବୁକେ ଜୟ୍ ସଙ୍ଗଇଲେ, ତେବେ କାଇ ତାର୍ ବସ୍ତର୍ ପଡି ନ ଜାଏ ? 28 ଆରି କେ କେବେ ଲାଗ୍ବା ଇଙ୍ଗ୍ରା ଉପ୍ରେ ଇଣ୍ଡ୍ସି, ତେବେ ତାର୍ ପାଦେ କାୟ୍ ପକା ନ ଅଏ କି ? 29 ବିନ୍ ମାଇଁଜି ମନର୍ ସଙ୍ଗେ ଜନ୍ ଲକ୍ ଜାଇ ସୁଆବସା କର୍ସି, ସେ ସେ ରକାମ୍; ଜେ ତାକେ ଚିଇସି, ସେ ଡଣ୍ଡ୍ ପାଇସି ।
Publicidade