6 ଏ ଅଲ୍ସୁଆ, ତୁଇ ଚାଟିମନର୍ ଲଗେ ଜା, ତାର୍ କାମ୍କେ ବାବିଦେକ୍ ଆରି ଗିଆନି ଅ । 7 ତାର୍ ବିଚାର୍ କର୍ତା କି ମୁକିଆ କି ରାଜା ନ ରଇଲେ ମିସା କେ ନ ସିକାଇଲେ ମିସା ସେ ନିଜେସେ ଜାନିକରି ଜେଟ୍ବେଲେ ନିଜର୍ ପାଇଁ କାଦି ଟୁଲିଆଇସି, 8 ଆରି, ପସଲ୍ ସମଇରେ କାଦି ଟୁଲିଆଇସି ।