20 ଏ ମର୍ ହଅ, ମର୍ କଃତାୟ୍ ମଃନ୍ଦେସ୍ ;ମର୍ ବାକ୍ୟଲଃଗେ କାନ୍ ଦେସ୍। 21 ସେରି ସଃବୁ ତୁମାର୍ ଆକିୟେ ହୁଣି ନଃଜାଅ; ସେରି ସଃବୁ ତୁମାର୍ ମଃନ୍ବିତ୍ରେ ଜଃତୁନ୍କଃରି ରଃକା। 22 କାୟିତାକ୍ବଃଲେକ୍ ସେରି ଜେମଃନ୍ ହାଉତି,ସେମଃନ୍କାର୍ ହାଁୟ୍ ସେରି ଜିବନ୍ ଆର୍ ଗଃଗାଳ୍ ସଃବୁ ସୁସ୍ତ୍ ଅୟିଦ୍।