24 କେ କେ ନିମାନ୍ କାମ୍ କର୍ବାକେ ବେସି କର୍ଚ କରି ବଡ୍ ଲକ୍ ଅଇବାଇ, ଆରି କେ କେ ବେସି କର୍ଚ ନ କରି ଲବ୍ରା ଅଇ ମିସା ତାକର୍ ଅବାବ୍ ଅଇସି । 25 ଜନ୍ ଲକ୍ ଦୁକି ସୁକି ଲକ୍ମନ୍କେ ଦାନ୍ ଦେଇସି, ସେ ଲକ୍ ଆସିର୍ବାଦ୍ ପାଇସି, ଆରି ଜେ ବିନ୍ ଲକ୍କେ ପାନି ଚିଚ୍ସି, ସେ ନିଜେ ପାନି ଚିଚି ଅଇସି ।
Publicidade
Publicidade