9 ଚିକନ୍ ଆରି ବାସ୍ନା ଜିନିସ୍, ମନ୍କେ ସାର୍ଦା କର୍ସି, ସେ ରକାମ୍ ମଇତର୍ ତାର୍ ମନ୍ବିତ୍ରେ ଅନି କଇତେ ରଇବା କାତା ନିକ ଲାଗ୍ସି । 10 ନିଜର୍ ବନ୍ଦୁବାନ୍ଦବ୍କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍କେ ପର୍ କରାନାଇଁ; ତମ୍କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍ ଲକ୍ବାକ୍ ନିକ ।
Publicidade
Provérbios 27
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.