13 ସେ ମେଣ୍ଡା ରମ୍ ଆରି ମସିନା31:13 ଗଟେକ୍ ରକାମର୍ ପୁଲ୍ ଗଚ୍, ସେ ପୁଲ୍ ତେଇଅନି ଚିକନ୍ ବାରଇସି ଆରି ସେ ନାଡା ତେଇ ଅନି ସୁତା ବାର୍କରାଇ ଲୁଗା, ରାଗୁ ତିଆର୍ କର୍ତେ ରଇଲାଇ, ତାକେ କଇବାଇ ମସିନା, କଜି ସୁସ୍ତା ସଙ୍ଗେ ନିଜର୍ ଆତେ କାମ୍ କର୍ସି । 14 ସେ ବେପାର୍ବାଟ୍ କର୍ବା ଜାଜ୍ ପାରା; ସେ ଦୁର୍କେ ଅନି ନିଜର୍ କାଦିକଣ୍ଡା କଜି ଆନ୍ସି । 15 ଆରି ସେ ସାକାଲ୍ ସାକାଲ୍ ଉଟ୍ସି ଆରି ନିଜର୍ ଗରର୍ ସବୁକେ କାଇବାକେ ଦେଇସି ଆରି ଚାକ୍ରାନି ମନ୍କେ କାମ୍ ତିଆର୍ସି । 16 ସେ ବାଡର୍ ବିସଇ ଟିକିନିକି ବୁଜି କରି ଗେନ୍ସି, ସେ ନିଜେ ବାଡେ, ଅଙ୍ଗୁର୍ ମାଲ୍ ରପ୍ସି । 17 ସେ ନିଜର୍ ଆଁଟା ଡାଟ୍ କର୍ବାକେ ବାନ୍ଦି ଅଇସି ଆରି ନିଜର୍ ଆତେ ବପୁ ଲାଗାଇସି। 18 ସେ ବେବାର୍ ବାଟ୍ କରି ଲାବ୍ କର୍ସି, ସେଟା ସେ ବୁଜ୍ଜି; ଆରି, ରାତିର୍ବେଲେ ତାର୍ ଗରର୍ ଦିପ୍ ନ ଲିବାଏ । 19 ସେ ନିଜର୍ ଆତେ ସୁତା ବେଟ୍ସି ଆରି ଲୁଗା ବୁନ୍ସି । 20 ସେ ଦୁକି ଲକ୍ମନ୍କେ ଲବ୍ ନ କର୍ତେ ଦେଇସି ଆରି କାକୁର୍ତି ଲକ୍ମନ୍କେ ଜିବନ୍ ଦୁକାଇସି ।
Publicidade
Provérbios 31
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.