8 ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । 9 କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ । 10 କେଜାନେ ଚିନା ଜାନା ନଇଲା ଲକ୍ମନ୍ ତମର୍ ବପୁ ସଙ୍ଗେ ମିସ୍ବାଇ ଆରି ତମର୍ ଅରଜ୍ଲା ଦନ୍କେ ବିନ୍ ଦେସ୍ମନର୍ ଗରେ ସଙ୍ଗଇବାଇ; 11 ଆରି ତର୍ ବଇସ୍ ସାରି ଆଇବା ସମୟ୍ରେ ତର୍ ମାଉସ୍ ଆରି ଗାଗଡ୍ ନସ୍ଟ ଅଇ ଆଇସି, ତୁଇ କେଜାନେ କାନ୍ଦ୍ସୁ, 12 ଆରି କଇସୁ, ମୁଇ ସିକିଆ କେନ୍ତି ଗିନ୍ କଲି! ଆରି, ମର୍ ମନ୍ ନିମାନ୍ କାତାକେ କେନ୍ତି ସୁନେ ନାଇଁ ! 13 ମୁଇଁ ମର୍ ମାସଟର୍ ମନର୍ କାତା ନ ମାନ୍ଲି ଆରି ଜନ୍ଲକ୍ ମନ୍ ମକେ ସିକିଆ ଦେଲାଇ, ସେମନର୍ କାତାକେ ମୁଇଁ ନ ସୁନ୍ଲି, 14 ମୁଇଁ କୁଟୁମ୍ ଆରି ମଣ୍ଡଲିର୍ ସବୁ ରକାମ୍ ଟାନେ ଅରିଆନ୍ରେ ପଡ୍ଲି ।
Publicidade
Provérbios 5
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.