27 କେ କଃବେ ନିଜାର୍ ଉର୍ବୁକାୟି ଜୟ୍ ରଃକେଦ୍, ତଃବେ ତାର୍ ବଃସ୍ତର୍ କାୟ୍ ହଡି ନଃକେରେ ? 28 କେ କଃବେ ଲାଗ୍ତା ଜୟ୍ ଇଙ୍ଗ୍ରା ଲଃଗେ ଚାଲେଦ୍, ତଃବେ ତାର୍ ହାଦେ ହଡି ନଃକେରେ ? 29 ନିଜାର୍ ହଃଳ୍ସା ଗଃରାର୍ ଡକୁର୍ସି ତଃୟି ଜୁୟି ଲକ୍ ଜାୟିଦ୍, ସେ କଃରାପ୍ ଲକ୍; ଜେ ତାକେ ଚୁୟିଦ୍ ସେ ଡଃଣ୍ଡ୍ ତଃୟିହୁଣି ବାଚିନଃକେରେ।
Publicidade
Publicidade