32 କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍। 33 ସେ ମାଡ୍ ଆର୍ ଲାଜ୍ ହାୟିଦ୍; ଆରେକ୍ ତାର୍ ଦସ୍କଃଲାର୍ କଃବେ ହେଁ ଲୁକିନଃକେରେ। 34 କାୟିତାକ୍ବଃଲେକ୍ ମାଇଜି ବିସୟାର୍ ରିସା, ମାନାୟ୍କେ ବେସି ରିସା କଃରାୟିଦ୍ ; ଜଃବେ ତାର୍ ବିରୁଦେ ଉଟ୍ଲେକ୍ ମୁଳ୍କେ କେମା ନଃକେରେ। 35 ସେ କାୟ୍ ମଲ୍ ଦିଲେକ୍ ହେଁ ତାର୍ ରିସାକେ ସାନ୍ତି କଃରୁ ନଃହାରେ;କି ତୁମି ବେସି ଲାଞ୍ଚ୍ ଦିଲେକ୍ ହେଁ ମାନି ନଃକେରେ।
Publicidade
Publicidade