ବାବିଲର୍ ମେଡ୍
1 ପୁର୍ବେ ସବୁଜାକ ପୁର୍ତିବିତେଇ ଗଟେକ୍ ବାସା ଆରି ଗଟେକ୍ ରକାମର୍ କାତାବାର୍ତା ରଇଲା । 9 ସେଟାର୍ ପାଇ ସେ ନଅଁରର୍ ନାଉଁ ବାବିଲ୍ ଅଇଲା, କାଇକେ ବଇଲେ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସବୁ ରକାମର୍ ବାସା ଦେସ୍ ଦୁନିଆଇ ଆରାମ୍ ଅଇଲା, ଆରି, ସେ ଜାଗାଇ ଅନି ସେମନ୍ ପୁର୍ତିବିର୍ ଚାରିବେଟ୍ତି ବିନାବାଚା ଅଇ ଗାଲାଇ ।