8 ଆରି ଅବ୍ରାମ୍ ଲତକେ କଇଲା, ମୁଇଁ ଗୁଆରି କଲିନି, ତମର୍ ଆମର୍ ବିତ୍ରେ, ଆରି ତମର୍ ଗଉଡ୍ ଆରି ମର୍ ଗଉଡ୍ ମନର୍ ବିତ୍ରେ ବିରଦ୍ ନ ଅଅତ୍, କାଇକେ ବଇଲେ ଆମେ ବାଇ ବାଇ । 9 ତମର୍ ଲଗେ କାଇ ଏସବୁ ଦେସ୍ନାଇ ? ସେଟାର୍ ପାଇ ତମ୍କେ ଗୁଆରି କଲିନି, ତମେ ମର୍ତେଇ ଅନି ଅଲ୍ଗା ଉଆ, ଅଇପାରେ, ତମେ ଡେବ୍ରି ବାଟେ ଜା, ମୁଇ, ଦକିଣ୍ ବାଟେ ଜିବି, ନଇଲେ ତମେ ଦକିଣ୍ ବାଟେ ଗାଲେ, ମୁଇ ଡେବ୍ରି ବାଟେ ଜିବି ।
Publicidade