ନର୍ଜାତିର୍ ଅମାନିଆଁ
1 ସବୁବେଲର୍ ମାପ୍ରୁ ପର୍ମେସର୍ ତିଆର୍କଲା ବୁଏଁ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ବିତ୍ରେ ସାଁପ୍ବେସି ଚାଲାକି ରଇଲା, ସାଁପ୍ ମାଇଜିକେ କଇଲା, ଏଟା କାଇସତ୍, ବାଡର୍ କନ୍ମିସା ଗଚର୍ ପଲ୍ କାଇବାକେ ପର୍ମେସର୍ ତମ୍କେ ମନା କରିଆଚେ କି ? 4 ସାଁପ୍ ମାଇଜିକେ କଇଲା, ତମେ କେବେମିସା ନ ମରାସ୍; 5 ପର୍ମେସର୍ ଜାନ୍ସି, ତମେ ଜନ୍ ଦିନେ ସେଟା କାଇସା, ସେଦିନେ ତମର୍ ଆକିଦେକି ପାର୍ସା, ତାର୍ପଚେ ତମେ ପର୍ମେସରର୍ ପାରା ବଲ୍ମନ୍ଦ୍ ଗିଆନ୍ ପାଇସା । 6 ତାର୍ପଚେ ସେ ମାଇଜି ସେ ଗଚ୍କେ ନିକକାଦି ଆରି ଆକିର୍ ବଲ୍ ଆରି ଗିଆନ୍ ମିଲ୍ସି ବଲି ଦେକିକରି ସିତିର୍ ପଲ୍ ତଲିକାଇଲା, ଆରି ତାର୍ ମୁନୁସ୍କେ ମିସା ଦେଲାକେ ସେ ମିସା କାଇଲା ।