34 ତାର୍ପଚେ ଜାକୁବ ଚିର୍ଲା ବାସ୍ତା ପିନ୍ଦି ପିଲାର୍ ପାଇ ବେସିଦିନ୍ ଦୁକ୍କଲା । 35 ତାର୍ପଚେ ତାର୍ ସବୁ ପିଲା ଆରି ସବୁ ଟକିମନ୍ ଉଟି ବୁଜାଇଲାଇ, ମାତର୍ ସେ ମାନେ ନାଇ, ମାତର୍ ସେ କଇଲା, ମୁଇଁ ଦୁକ୍ କରିକରି ମର୍ ପିଲା ମଲା ପାରା ମରି ଜିବି । ଏ ରକାମ୍ ତାର୍ ବାବା ତାର୍ ପିଲାର୍ ପାଇଁ କାନ୍ଦି କାନ୍ଦି ରଇଲା ।
Publicidade