2 ମାତର୍ ସବୁବେଲେ ମାପ୍ରୁ ଜସେପର୍ ସଙ୍ଗେ ରଇଲା, ତେବେ ସେ ଡାକ୍ପୁଟା ଅଇଲା, ଆରି ସେ ନିଜର୍ ମିସ୍ରିଅର୍ ସାଉକାର୍ ଗରେ ବାସା ଅଇଲା । 3 ତାର୍ପଚେ ସବୁବେଲର୍ ମାପ୍ରୁ ଜସେବର୍ ସଙ୍ଗେ ଆଚେ, ଆରି ସେ କାଇ କାମ୍କଲେ, ସବୁବେଲର୍ ମାପ୍ରୁ ତାର୍ ଆତେ ସେସବୁ ସିଦ୍ କର୍ତେ ରଇଲା, ଏଟା ତାକର୍ ସାଉକାର୍ ଦେକ୍ଲା ।