ଜସେପ୍ ବାଇମନ୍କେ ନିଜର୍ ପରିଚଇ ଦେଲା
1 ତାର୍ପଚେ ଜସେପ୍ ନିଜର୍ ଲଗେ ଟିଆ ଅଇ ରଇବା ଲକ୍ ମନର୍ ମୁଆଟେ ନିଜ୍କେ ସମାଲି ନାପାରି ଆଉଲି ଅଇ କଇଲାଇ, ମର୍ ଲଗେ ଅନି ସବୁ ଲକ୍କେ ବାର୍କରାଆ । ସେଟାର୍ ପାଇ କେ ତାର୍ ଲଗେ ରଅତ୍ ନାଇ, ଜସେପ୍ ତାର୍ ବାଇ ମନର୍ ମୁଆଟେ ନିଜର୍ ପରିଚୟ୍ ଦେବାକେ ଲାଗ୍ଲା । 4 ତାର୍ପଚେ ଜସେପ୍ ତାର୍ ବାଇମନ୍କେ କଇଲା, ଗୁଆରି କଲିନି, ମର୍ ଲଗେ ଆସା, ତାର୍ପଚେ ସେମନ୍ ଲଗେ ଗାଲାକେ, ସେ କଇଲା, ମୁଇଁ ତର୍ ବାଇ ଜସେପ୍, ଜାକେ ତମେ ସବୁ ମିସରର୍ ଲକ୍ ମନ୍କେ ବିକିଦେଇ ରଇଲାସ୍ । 5 ମାତର୍ ତମେସବୁ ମକେ ଇତି ଆନ୍ବାକେ ବିକ୍ଲାସ୍ ବଲି ଏବେ ଦୁକ୍ ଆରି ନିଜର୍ ନିଜର୍ ବିତ୍ରେ ରିସା ଉଆ ନାଇଁ, କାଇକେ ବଇଲେ ପର୍ମେସର୍ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇଲା ଆଚେ।
15 ଆରି ଜସେପ୍ ଅଲ୍ଗା ବାଇ ମନ୍କେ ଚୁମ୍ଲା ଆରି ସେମନ୍କେ ପାଟାଲି କରି କାନ୍ଦ୍ଲା । ତାର୍ପଚେ ତାର୍ ବାଇମନ୍ ତାର୍ ସଙ୍ଗେ କାତା ବାର୍ତା ଅଇବାକେ ଲାଗ୍ଲାଇ ।