4 ତାର୍ପଚେ ଜସେପ୍ ତାର୍ ବାଇମନ୍କେ କଇଲା, ଗୁଆରି କଲିନି, ମର୍ ଲଗେ ଆସା, ତାର୍ପଚେ ସେମନ୍ ଲଗେ ଗାଲାକେ, ସେ କଇଲା, ମୁଇଁ ତର୍ ବାଇ ଜସେପ୍, ଜାକେ ତମେ ସବୁ ମିସରର୍ ଲକ୍ ମନ୍କେ ବିକିଦେଇ ରଇଲାସ୍ । 5 ମାତର୍ ତମେସବୁ ମକେ ଇତି ଆନ୍ବାକେ ବିକ୍ଲାସ୍ ବଲି ଏବେ ଦୁକ୍ ଆରି ନିଜର୍ ନିଜର୍ ବିତ୍ରେ ରିସା ଉଆ ନାଇଁ, କାଇକେ ବଇଲେ ପର୍ମେସର୍ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇଲା ଆଚେ।
Publicidade