34 ସେଡ୍କିବେଲେ ତମେ କଇସା, ତମର୍ ଏ ଦାସ୍ମନ୍ ପିଲାବେଲେ ଅନି ଆଜି ଜାକ ଆନିଦାଦି ତେଇ ଅନି ଦାରି ପସୁ ବେବାର୍ କରୁମନ୍, ତେବର୍ ପାଇ ତମେ ଗସନ୍ ପର୍ଦେସେ ବାସା କରି ପାର୍ସା; କାଇକେବଇଲେ ପସୁ ଚାରାଉମନ୍ ମିସରିଅମନ୍ର ଲଗେ ଇନ୍ ଲକ୍ ଅଇବାଇ ।