9 ଜିଉଦା ଦାଙ୍ଗଡା ସିଅଁ ପାରା, ଏ ପିଲା, ତମେ କଟ୍ରାକେ ଦାରି କରି ଗୁପାଇ ଆସି ଆଚୁସ୍, , ସିଅଁ ବାଗ୍ ପାରା ଦର୍ଜରେ ସଇଦେଇ ଆଚେ , କେ ତାକେ ଉଟାଇସି ? 10 ସିଲର୍ ଆଇବା ଜାକ ଜିଉଦା ଜାକ ରାଜ୍ଡାଣ୍ଡ୍ ଆରି ତାର୍ ଗଡ୍ ସଙ୍ଗଇଲା ଲଗେଅନି ବିଚାର୍କାରିଆର୍ ଡାଙ୍ଗ୍ ନ ଜାଏ, ସବୁଲକ୍ ତାକେ ମାନିକରି ତାର୍ତଲେ ଅଇ ରଇବାଇ ।
Publicidade