25 ମତୁସେଲଅ ସଏ ଅସେ ସାତ୍ ବରସ୍ ବଇଁସେ ଲେମକ୍କେ ଜନମ୍ ଦେଲା, 26 ଲେମକର୍ ଜନମ୍ ଅଇଲାକେ ମତୁସେଲଅ ସାତ୍ସ ଅସେ ଦୁଇ ବରସ୍ ଜିଇଲା ଆରି ପିଲାଟକି ମନ୍କେ ଜନମ୍ ଦେଲା, 27 ମତୁସେଲଅର୍ ବଁଇସ୍ ସବୁମିସି ନଅସ ସାଟେ ନ ବରସ୍ ଅଇ ରଇଲା; ତାର୍ପଚେ ମଲା ।
28 ଲେମକ୍ ସଏ ଅସେ ଦୁଇ ବରସ୍ ବଇସେ ସେ ଗଟେକ୍ ପିଲା ଜନମ୍ ଦେଲା,