7 ସେଟାର୍ ପାଇ ବଡ୍ ବାଉପବନ୍ ଆଇଲାକେ ନଅ ଆରି ତାର୍ ମାଇଁଜି ପିଲା ଆରି ବୁଆରି ମନ୍ ଜାଜ୍ବିତ୍ରେ ପୁର୍ଲାଇ । 8 ଆରି ନଅର୍ ଲଗେ ପର୍ମେସରର୍ ଆଗିଆଁ ଅନୁସାରେ ସୁକଲ୍ ଆରି ଅସୁକଲ୍ ଜନ୍ତ୍ଜିଆତ୍ମନ୍ ଆରି ବୁଏଁ କାଇ ପେଟ୍ସଙ୍ଗେ ରାଙ୍ଗ୍ବା ଜନ୍ତ୍ ଜିଆତ୍ମନ୍ ଜଡା ଜଡା ଅଇ 9 ନଅର୍ ଲଗେ ଜାଇ ଜାଜ୍ ବିତ୍ରେ ପୁର୍ଲାଇ । 10 ଆରି ସାତ୍ଦିନ୍ ଗାଲାପଚେ ପୁର୍ତିବି ଲଗେ ବଡ୍ ବାଉପବନ୍ ଆରାମ୍ ଅଇଲା ।
Publicidade
Publicidade