ଗିଆନାର୍ ଡାକ୍
20 ଗିଆନ୍ ରଃସ୍ତାୟି ଜଃବର୍କଃରି କୟିଦ୍: ସେ ଚକ୍ ଟାଣେମଃନ୍ ତାର୍ ଡାକ୍ ସୁଣାୟିଦ୍; 21 ସେ ସଃବୁଲକ୍ମଃନ୍ ମିସ୍ତା ମୁଳ୍ଜଃଗାୟ୍ କୁଦେଦ୍; ଗଃଳ୍ ଦୁଆରାର୍ ହୁର୍ତା ଜଃଗାୟ୍ ଆର୍ ଗଃଳ୍ ଲଃଗେ ବଃଚନ୍ କୟିଦ୍;
22 ଏ କଃରାପ୍ କାମ୍ କଃର୍ତା ଲକ୍ମଃନ୍, କଃତେକ୍କାଳ୍ ହଃତେକ୍ ବୁଦିନଃଉତାର୍ ଲାଡ୍ କଃରାସ୍ ? ଏ ଲିନ୍ଦା କଃର୍ତା ଲକ୍ମଃନ୍, ଆରେକ୍ କଃତିକାଳ୍ ନିନ୍ଦାକଃରି ସାନ୍ତି ହାଉଆସ୍? ଏ ଅଗିଆନିମଃନ୍, ଆରେକ୍ କଃତିକାଳ୍ ଗିଆନ୍କେ କଃରାପ୍ ବଃଲି ବାବାସ୍ ? 23 ମର୍ବାଟ୍କେ ବାଉଳା ; ଦଃକା ମୁୟ୍ ତୁମିମଃନାର୍ ଉହ୍ରେ ମର ଆତ୍ମା ଡାଳି ଦଃୟିନ୍ଦ୍, ମୁୟ୍ ମର୍ ବାକ୍ୟ ସଃବୁ ତୁମିମଃନ୍କେ ଜାଣାୟିନ୍ଦ୍।