6 କାୟିତାକ୍ବଃଲେକ୍ ଇସ୍ୱର୍ ବୁଦି ଦଃୟିଦ୍, ତାର୍ ଟଣ୍ଡ୍ବାଟ୍ ଗିଆନ୍ ଆର୍ ବୁଦି ବାରାଇଦ୍। 7 ସେ ସଃତ୍ ଲକାର୍ ହାଁୟ୍ ସଃତ୍ ଗିଆନ୍ ଅରାୟିଦ୍, ସେ ସଃଜାଲକାର୍ ଗିନେ ଜାପଣ୍ ହର୍ ଅୟିଦ୍। 8 ଜଃନ୍କଃରି କି ସେ ନିୟମାର୍ ରଃସ୍ତା ରଃକ୍ୟା କଃରୁହାରେ ଆର୍ ନିଜାର୍ ସଃତେ ଚାଲ୍ତା ଲକାର୍ ବାଟ୍ ସଃମ୍ବାଳେଦ୍।