4 ଉବା ମକେ ସିକ୍ୟା ଦଃୟ୍ କୟ୍ରିଲା, ତର୍ ମଃନେ ମର୍ କଃତାସଃବୁ ରଃକ୍, ଆରେକ୍ ମର୍ ଆଦେସ୍ ସଃବୁ ମାୟିନ୍ କଃର୍ ତଃବେ ତୁୟି ବାଚ୍ସି। 5 ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି।
Publicidade
ହିତପଦେସ୍ 4
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.