20 ଏ ମର୍ ହ, ତୁମି ଉବାର୍ ଆଦେସ୍ ମାନା ଆର୍ ନିଜାର୍ ଆୟାର୍ ଆଦେସ୍ ଚାଡାନାୟ୍। 21 ସେରି ସଃବୁବଃଳ୍ ତୁମାର୍ ହୁର୍ଦୟ୍ ଲଃଗେ ବାନ୍ଦି ରଃକା ଆର୍ ନିଜାର୍ ଟଟ୍ରିୟେ ବାନ୍ଦି ରଃକା। 22 ତୁମି ଚାଲ୍ତା ବଃଳ୍ ତୁମିକେ ବାଟ୍ ଦଃକାୟିଦ୍, ଆର୍ ସୟିଲା ବଃଳ୍ ତୁମାର୍ ଜାଗୁଆଳି ଅୟିଦ୍; ତୁମି ଉଟିରିଲା ବଃଳ୍ ସେ ତୁମାର୍ ସଃଙ୍ଗ୍ କଃତାବାର୍ତା କଃରେଦ୍। 23 କାୟିତାକ୍ବଃଲେକ୍ ସେ ଆଦେସ୍ କୁପି; ଆର୍ ସେ ଆଦେସ୍ ଉଜାଳ୍ ;ଆର୍ ସିକ୍ୟା ଦଃୟିଦ୍ ଆର୍ ଜିବନାର୍ ବାଟ୍ ଦଃକାୟିଦ୍।
Publicidade
Publicidade