4 ଆରି ପର୍ମେସର୍ ଉଜଲ୍କେ ଦେକ୍ଲା ଜେ, ସେଟା ବେସି ନିମାନ୍, ତେବର୍ପାଇ ପର୍ମେସର୍ ଆନ୍ଦାର୍କେ ଆରି ଉଜଲ୍କେ ବିନେବିନେ କଲା, 5 ଆରି ପର୍ମେସର୍ ଉଜଲର୍ ନାଉଁ ଦିନ୍ ଆରି ଆନ୍ଦାରର୍ ନାଉଁ ରାତି ଦେଲା। ତେବର୍ପାଇ ସଞ୍ଜ୍ ଅଇ ସାକାଲ୍ ପାଇଲାକେ ପର୍ତୁମ୍ ଦିନ୍ ଅଇଲା ।
Publicidade
Publicidade