18 ଆରି ସାଲମର୍ ରାଜା ମଲ୍କିସେଦକ୍ ରୁଟି ଆରି ଅଙ୍ଗୁର୍ ରସ୍ ଦାରି ଆଇଲାଇ, ସେ ସବୁର୍ ତେଇ ଅନି ବଡ୍ ପର୍ମେସରର୍ ପୁଜାରି, 20 ସବୁର୍ ତେଇଅନି ବଡ୍ ପର୍ମେସର୍ କରମ୍ ଅଅ, ସେ ତମର୍ ସତ୍ରୁ ମନ୍କେ ତମର୍ ଆତେ ସର୍ପିଦେଲା । ସେଡ୍କିବେଲେ ଅବ୍ରାମ୍ ସବୁ ଲକର୍ ଦସମାସ ତେଇ ଅନି ବାଗେକ୍ ମଲ୍କିସାଦକ୍କେ ଦେଲାଇ ।