6 ତାର୍ପଚେ ଅବ୍ରାମ୍ ସାରାକେ କଇଲା । ଦେକ୍, ତର୍ ଗତିଦାଙ୍ଗ୍ଡି ତର୍ ଆତେ ଆଚେ, ତକେ ଜାଇଟା ନିମାନ୍ ଲାଗ୍ଲେ, ସେଟା ତାକେ ତୁଇ କର୍ । ତାର୍ପଚେ, ସାରି ଆଗାର୍କେ ବେସି କରାପ୍ କାତାବାର୍ତା କଲାକେ, ସେ ତାର୍ ତେଇ ଅନି ଉଟିଗାଲା । 7 ତାର୍ପଚେ ସବୁବେଲର୍ ମାପ୍ରୁ ଦୁତ୍ ଡଙ୍ଗର୍ ପାଲି ବାଟର୍ ଗଟେକ୍ ଚୁଆ ଲଗେ ସୁରର୍ ଜାଗାର୍ ବାଟ୍ ଲଗେ ଜନ୍ ଚୁଆ ପାନି ଆଚେ,ସେ ଲଗେ ତାକେ ଦେକି କଇଲା। 8 ଆଗ ସାରାର୍ ଗତିଦାଙ୍ଗ୍ଡି ଆଗାର୍,ତମେ କନ୍ନ୍ତିଅନି ଆସି ଆଚୁସ୍ ? ଆରି କେନେ ଜାଇସା? ତାର୍ପଚେ ସେ କଇଲା ମୁଇ ନିଜର୍ ମାଲିକ୍ନି ସାରାର୍ ଲଗେଅନି ଚାଡି ଉଟିଗାଲିନି ,