ଇସାକର୍ ଜନମ୍
1 ତାର୍ପଚେ ସବୁବେଲର୍ ମାପ୍ରୁ ନିଜର୍ ସପତ୍ ଇସାବେ ସାରାର୍ ଜତନ୍ ନେଲା, ଆରି ସବୁବେଲର୍ ମାପ୍ରୁ ଜାଇଟା କଇରଇଲା, ସାରାର୍ ପାଇ ସେଟା ସେ କଲା । 2 ତାର୍ପଚେ ଅବ୍ରାଆମ୍ ଡକ୍ରା ଅଇଲା ବେଲେ ସାରା ଗାଗ୍ଡେ ଅଇ ପର୍ମେସରର୍ ଲାଗି ସମାନ୍ ବେଲେ ପିଲା ଜନମ୍ କଲା ।