16 ତାର୍ପଚେ ନିଦ୍ ବାଙ୍ଗ୍ଲାକେ, ଜାକୁବ୍ ଜାଗ୍ରତା ଅଇ କଇଲା, ସତ୍ ସେ ଜାଗାଇ ସବୁବେଲର୍ ମାପ୍ରୁ ଆଚେ, ମାତର୍ ସେଟା ମୁଇଁ ନାଜାନ୍ଲି । 17 ସେ ଡରିକରି ଆରିତରେକ୍ କଇଲା, ଏଟା କେନ୍ତାର୍ ବଏଁକାର ଜାଗା, ଏଟା ତ ପର୍ମେସରର୍ ଗର୍, ଏଟା ତା ସରଗର୍ ଦୁଆର୍ ।
Publicidade
Publicidade